• November 26, 2022

Author: Bijay Laxmi

Bijay Laxmi

ଖବର ସଂଗ୍ରହ ବେଳେ କନକ ନ୍ୟୁଜର ଗଜପତି ଜିଲ୍ଲା ପ୍ରତିନିଧିଙ୍କୁ ଅଟକ ରଖିଲା ଆନ୍ଧ୍ର ପୁଲିସ

ଖବର ସଂଗ୍ରହ ବେଳେ କନକ ନ୍ୟୁଜର ଗଜପତି ଜିଲ୍ଲା ପ୍ରତିନିଧିଙ୍କୁ ଅଟକ ରଖିଲା ଆନ୍ଧ୍ର ପୁଲିସ

ରାୟଗଡ଼: ଆନ୍ଧ୍ରପ୍ରଦେଶ –ଓଡ଼ିଶା ସୀମା ଗଜପତି ଜିଲ୍ଲାର ରାୟଗଡ଼ ବ୍ଲକ ଗଙ୍ଗାବାଡ଼ ପଞ୍ଚାୟତରେ ଆନ୍ଧ୍ର ପକ୍ଷରୁ ପଞ୍ଚାୟତ ନିର୍ବାଚନ କରାଯାଉଛି । ଏ ସଂପର୍କୀତ ଖବର ସଂଗ୍ରହ ବେଳେ କନକ ନ୍ୟୁଜର ଗଜପତି ଜିଲ୍ଲା ପ୍ରତିନିଧି ସୀତାନାଥ ପଣ୍ଡାଙ୍କୁ ଆନ୍ଧ୍ର ପୁଲିସ ଅଟକ ରଖିଥିଲା। କାହିଁକି ଆନ୍ଧ୍ର ସୀମାରେ…

Read More
ମନରେଗା’ ଉଦାହରଣ ଦେଇ ରାହୁଲ୍‌ ଗାନ୍ଧୀଙ୍କ ‘ଆମେ ଦୁଇ, ଆମର ଦୁଇ’ ମନ୍ତବ୍ୟର ପ୍ରତ୍ୟୁତ୍ତର ଦେଲେ ସୀତାରମଣ

ମନରେଗା’ ଉଦାହରଣ ଦେଇ ରାହୁଲ୍‌ ଗାନ୍ଧୀଙ୍କ ‘ଆମେ ଦୁଇ, ଆମର ଦୁଇ’ ମନ୍ତବ୍ୟର ପ୍ରତ୍ୟୁତ୍ତର ଦେଲେ ସୀତାରମଣ

ନୂଆଦିଲ୍ଲୀ: କେନ୍ଦ୍ର ବଜେଟ୍‌ ସଂକ୍ରାନ୍ତରେ ଲୋକସଭାରେ ହୋଇଥିବା ଆଲୋଚନାର ଉତ୍ତର ଦେଇ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି କହିଛନ୍ତି ଯେ, ଦେଶର ଅର୍ଥନୈତିକ ଅଭିବୃଦ୍ଧିକୁ ସୁନିଶ୍ଚିତ କରିବା ନିମନ୍ତେ ଆବଶ୍ୟକ ସଂସ୍କାର ଗ୍ରହଣ କରିବାରେ ମହାମାରୀ ସରକାରଙ୍କୁ ବାଧା ଦେଇ ପାରି ନାହିଁ। ଏଥସହ ସେ କୃଷି ଆଇନକୁ…

Read More
ବିପର୍ଯ୍ୟୟ ରିଲିଫ୍‌ ବାବଦକୁ ୩, ୦୦୦ କୋଟିରୁ ଅଧିକ ଟଙ୍କା ପାଇବେ ୫ଟି ରାଜ୍ୟ

ବିପର୍ଯ୍ୟୟ ରିଲିଫ୍‌ ବାବଦକୁ ୩, ୦୦୦ କୋଟିରୁ ଅଧିକ ଟଙ୍କା ପାଇବେ ୫ଟି ରାଜ୍ୟ

ନୂଆଦିଲ୍ଲୀ: ୨୦୨୦ରେ ପ୍ରାକୃତିକ ବିପର୍ଯ୍ୟୟ ଏବଂ କୀଟପତଙ୍ଗ ଆକ୍ରମଣର ସରବ୍ୟ ହୋଇଥିବା ୫ ରାଜ୍ୟ ପାଇଁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ନେତୃତ୍ୱାଧୀନ ଏକ ଉଚ୍ଚସ୍ତରୀୟ କମିଟି ଶନିବାର ଦିନ ପ୍ରାୟ ୩,୧୧୩ କୋଟି ଟଙ୍କା ମଞ୍ଜୁର କରିଛି। ‘ନ୍ୟାସ୍‌ନାଲ୍‌ ଡିଜାଷ୍ଟର୍‌ ରିସ୍କ୍‌ ମ୍ୟାନେଜ୍‌ମେଣ୍ଟ୍‌ ଫଣ୍ଡ୍‌’ରୁ ଏହି ଅତିରିକ୍ତ…

Read More
ପୁଷ୍ପଲତାଙ୍କ ସହ ସମ୍ପର୍କରେ ଥିଲେ ବି କାହିଁକି ତାଙ୍କୁ ନିର୍ମମ ଭାବେ ହତ୍ୟା କଲା ସଂଜୟ,

ପୁଷ୍ପଲତାଙ୍କ ସହ ସମ୍ପର୍କରେ ଥିଲେ ବି କାହିଁକି ତାଙ୍କୁ ନିର୍ମମ ଭାବେ ହତ୍ୟା କଲା ସଂଜୟ,

ଭୁବନେଶ୍ବର: ପ୍ରେମ, ପ୍ରତିହିଂସା, ପ୍ରତାରଣା ଓ ଶେଷରେ ହତ୍ୟା । ରାଜଧାନୀରେ ମୁଣ୍ଡକାଟି ହତ୍ୟା କରାଯାଇଥିବା ମହିଳା ପୁଷ୍ପଲତାଙ୍କ କାହାଣୀ ଥିଲା କିଛି ଏହିପରି… ସ୍ୱାମୀଙ୍କ ମୃତ୍ୟୁ ପରେ ସଂଜୟ ଓରଫ ଅଙ୍ଗଦକୁ ଏକ ପ୍ରକାର ଜୀବନସାଥୀ ଭାବେ ଗ୍ରହଣ କରିନେଇଥିଲେ ପୁଷ୍ପଲତା । କିନ୍ତୁ ସଂଜୟ ଯେ…

Read More
ପୁଅ ମାଡ଼ରେ ବାପା ମୃତ

ପୁଅ ମାଡ଼ରେ ବାପା ମୃତ

ସମ୍ବଲପୁର : ପୁଅର କାଠପଟା ମାଡ଼ରେ ବାପା ମୃତ। ଏଭଳି ଏକ ଅଭାବନୀୟ ଘଟଣା ଅଇଁଠାପାଲି ଥାନା ଟିପୁପଡ଼ାଠାରେ ଘଟିଛି।ମିଳିଥିବା ସୂଚନା ଅନୁଯାୟୀ ବୁଧବାର ରାତି ୮ଟା ୩୦ ସମୟରେ ବାଲେଶ୍ବର ଖୁଡିଆ(୨୩) କୁସୁନା ପିଇ ନିଜ ଭଉଣୀ ସହ ଝଗଡ଼ା କରିଥିଲା। ଏହି ସମୟରେ ତାର ବାପା…

Read More
ଫାମିଲି ପେନ୍‌ସନ୍ ସୀମା‌ ୧,୨୫,୦୦୦ ଟଙ୍କାକୁ ବୃଦ୍ଧି

ଫାମିଲି ପେନ୍‌ସନ୍ ସୀମା‌ ୧,୨୫,୦୦୦ ଟଙ୍କାକୁ ବୃଦ୍ଧି

ନୂଆଦିଲ୍ଲୀ : ଫାମିଲି ପେନ୍‌ସନ୍ ସୀମାକୁ କେନ୍ଦ୍ର ସରକାର ୪୫ ହଜାର ଟଙ୍କାରୁ ବଢ଼ାଇ ୧,୨୫,୦୦୦ ଟଙ୍କା କରିଛନ୍ତି। ପେନ୍‌ସନ୍ ପ୍ରଶାସନ ମନ୍ତ୍ରୀ ଡକ୍ଟର ଜିତେନ୍ଦ୍ର ସିଂହ ଏହି ସୂଚନା ଦେଇଛନ୍ତି। କେନ୍ଦ୍ର ପ୍ରଶାସନିକ ସେବା (ପେନସନ) ନିୟମାବଳୀ, ୧୯୭୨ର ନିୟମ ୫୪ର ଉପନିୟମ ୧୧ ଅନୁରୂପ, ଯଦି…

Read More
ଗ୍ରାହକ ପାଇବେ ଡିଜିଟାଲ୍‌ ପଲିସି

ଗ୍ରାହକ ପାଇବେ ଡିଜିଟାଲ୍‌ ପଲିସି

ନୂଆଦିଲ୍ଲୀ : ଆଜିର ଡିଜିଟାଲ ଯୁଗରେ ସବୁକ୍ଷେତ୍ରରେ କାଗଜ ପରିବର୍ତ୍ତେ ଡିଜିଟାଲରେ କାର୍ଯ୍ୟ ସଂପାଦନକୁ ଗୁରୁତ୍ବ ଦିଆଯାଉଛି। ବୀମା କ୍ଷେତ୍ରରେ ମଧ୍ୟ ସେଭଳି ଏକ ନିୟମ କାର୍ଯ୍ୟକାରୀ ହେବାକୁ ଯାଉଛି। ଡିଜିଲକର ମାଧ୍ୟମରେ ଗ୍ରାହକଙ୍କୁ ପଲିସି ଜାରି କରିବା ଲାଗି ବୀମା କମ୍ପାନିଗୁଡ଼ିକୁ ଭାରତୀୟ ବୀମା ନିୟାମକ ଓ…

Read More
କଂଗ୍ରେସ ଖେଳିବ କି ‘ହିନ୍ଦୁତ୍ୱ’ କାର୍ଡ ! ‘ମୌନୀ ଅମାବାସ୍ୟା’ରେ ‘ସଙ୍ଗମ’ରେ ବୁଡ଼ ପକାଇଲେ ପ୍ରିୟଙ୍କା

କଂଗ୍ରେସ ଖେଳିବ କି ‘ହିନ୍ଦୁତ୍ୱ’ କାର୍ଡ ! ‘ମୌନୀ ଅମାବାସ୍ୟା’ରେ ‘ସଙ୍ଗମ’ରେ ବୁଡ଼ ପକାଇଲେ ପ୍ରିୟଙ୍କା

ନୂଆଦିଲ୍ଲୀ: ଆଜି ପବିତ୍ର ‘ମୌନୀ ଅମାବାସ୍ୟା’ ଅବସରରେ କଂଗ୍ରେସର ସାଧାରଣ ସଂପାଦିକା ତଥା ସୋନିଆ ଦୁହିତା ପ୍ରିୟଙ୍କା ସଙ୍ଗରେ କନ୍ୟା ମିରାୟାକୁ ଧରି ଉତ୍ତରପ୍ରଦେଶର ପବିତ୍ର ‘ସଙ୍ଗମ’ ଠାରେ ବୁଡ଼ ପକାଇଛନ୍ତି। ପବିତ୍ର ବୁଡ଼ ପକାଇ ସାରିବା ପରେ ପାରମ୍ପରିକ ପୂଜାର୍ଚ୍ଚନା ସହ ପ୍ରାର୍ଥନା କରୁଥିବା ମଧ୍ୟ ଦେଖିବାକୁ…

Read More
ଦଳତ୍ୟାଗୀଙ୍କୁ କଟାକ୍ଷ କରି ମମତା ବାନାର୍ଜୀ କହିଲେ: ‘ହାମ୍ବା ହାମ୍ବା, ରାମ୍ବା ରାମ୍ବା, କାମ୍ବା, ଡୁମ୍ବା…’

ଦଳତ୍ୟାଗୀଙ୍କୁ କଟାକ୍ଷ କରି ମମତା ବାନାର୍ଜୀ କହିଲେ: ‘ହାମ୍ବା ହାମ୍ବା, ରାମ୍ବା ରାମ୍ବା, କାମ୍ବା, ଡୁମ୍ବା…’

କୋଲକାତା: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନର ଅବ୍ୟବହିତ ପୂର୍ବରୁ ତୃଣମୂଳ କଂଗ୍ରେସ (ଟିଏମ୍‌ସି) ଛାଡ଼ି ଯାଇ ଭାରତୀୟ ଜନତା ପାର୍ଟି (ବିଜେପି)ରେ ଯୋଗ ଦେଇଥିବା ନେତାମାନଙ୍କର ଆଜି କଡ଼ା ସମାଲୋଚନା କରିବା ସହ ସେମାନଙ୍କର ଜୋରଦାର କଟାକ୍ଷ କରିଛନ୍ତି ଟିଏମ୍‌ସି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ବିଜେପିରେ ଯୋଗ…

Read More
Odisha MP demands central varsity status for Utkal University

Odisha MP demands central varsity status for Utkal University

Bhubaneswar: Lok Sabha member Achyuta Samanta demanded for central varsity status to Utkal University, Odisha’s premier educational institution. Participating in a debate on Motion of Thanks to President’s address in the Lok Sabha on Tuesday,…

Read More